ସୁଇସ୍ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ଶିଳ୍ପପତି ୟଶ ବିର୍ଲା

ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ଶିଳ୍ପପତି ୟଶ ବିର୍ଲା। ସୁଇଜରଲ୍ୟାଣ୍ଡ‌ର ଅଫିସିଆଲ୍ ଗେଜେଟରେ ତାଙ୍କ ନାମକୁ କରାଯାଇଛି ସାର୍ବଜନୀନ। ତାଙ୍କ ସହିତ ଆହୁରି ୪ ଜଣଙ୍କ ନାମକୁ ବି ଏଥିରେ ସାର୍ବଜନୀନ କରାଯାଇଛି। ସେମାନେ ହେଲେ ଗୁରଜିତ ସିଂହ କୋଚାର, ରିତିକା ଶର୍ମା, ସ୍ନେହଲତା ସାହନେ ଓ ସଂଗୀତା ସାହନେ। ୟଶ ବିର୍ଲାଙ୍କ ସହିତ ଏହି ୪ ଜଣଙ୍କ ବିରୁଦ୍ଧରେ ଭାରତରେ ଟିକସ ଫାଙ୍କିବା ନେଇ ତଦନ୍ତ ଚାଲିଥିବା ଦେଖି ସେମାନଙ୍କ ନାମକୁ ସାର୍ବଜନୀନ କରାଯାଇଛି। […]

YASHBIRLA

YASHBIRLA

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 05:30 PM IST

Sports

Latest News

ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ଶିଳ୍ପପତି ୟଶ ବିର୍ଲା। ସୁଇଜରଲ୍ୟାଣ୍ଡ‌ର ଅଫିସିଆଲ୍ ଗେଜେଟରେ ତାଙ୍କ ନାମକୁ କରାଯାଇଛି ସାର୍ବଜନୀନ। ତାଙ୍କ ସହିତ ଆହୁରି ୪ ଜଣଙ୍କ ନାମକୁ ବି ଏଥିରେ ସାର୍ବଜନୀନ କରାଯାଇଛି। ସେମାନେ ହେଲେ ଗୁରଜିତ ସିଂହ କୋଚାର, ରିତିକା ଶର୍ମା, ସ୍ନେହଲତା ସାହନେ ଓ ସଂଗୀତା ସାହନେ। ୟଶ ବିର୍ଲାଙ୍କ ସହିତ ଏହି ୪ ଜଣଙ୍କ ବିରୁଦ୍ଧରେ ଭାରତରେ ଟିକସ ଫାଙ୍କିବା ନେଇ ତଦନ୍ତ ଚାଲିଥିବା ଦେଖି ସେମାନଙ୍କ ନାମକୁ ସାର୍ବଜନୀନ କରାଯାଇଛି। ଭାରତୀୟ ଅଧିକାରୀମାନେ ସୁଇସ ବ୍ୟାଙ୍କରେ ଟଙ୍କା ରଖିଥିବା ଏହି ବ୍ୟକ୍ତିମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ମାଗିବାରୁ ସେମାନଙ୍କ ନାମକୁ ସୁଇଜରଲ୍ୟାଣ୍ଡ ସଂଘୀୟ ଗେଜେଟରେ କରାଯାଇଥିଲା ସାର୍ବଜନୀନ। ଏହା ସହିତ  ସୁଇସ୍ ଫେଡେରାଲ ଟାକ୍ସ ଆଡମିନିଷ୍ଟ୍ରେସନ‌ (ଏଫଟିଏ) ପକ୍ଷରୁ ୟଶ ବିର୍ଲାଙ୍କ ସହିତ ରିତିକା ଶର୍ମାଙ୍କ ସଂପର୍କରେ ଭାରତୀୟ ଅଧିକାରୀମାନଙ୍କୁ ଆହୁରି କିଛି ଅଧିକ ସୂଚନା ମଧ୍ୟ ଦିଆଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ୟଶ ବିର୍ଲା ସୁଇସ ବ୍ୟାଙ୍କରେ ଟଙ୍କା ରଖିଥିବା ନେଇ ପୂର୍ବରୁ ଏକ ଲିକ୍ ହୋଇଥିବା ତାଲିକାରୁ ଜଣାପଡ଼ିଥିଲା। ତେବେ ସେତେବେଳେ ସେ ଏହାକୁ ମିଛ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story