ନୂଆ ଫଣ୍ଟରେ ବଜାରକୁ ଆସିବ WhatsApp

ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ ଓ ଆଇଓଏସ୍‌ ଅପରେଟିଂ ସିଷ୍ଟମ ବ୍ୟବହୃତ ହେଉଥିବା ସୋସିଆଲ୍‌ ମିଡିଆ WhatsAppରେ ଆସୁଥିବା ଫଣ୍ଟର ପରବର୍ତ୍ତନ ହେବ। ଏହାକୁ ନେଇ WhatsApp ଗ୍ରୁପ ପକ୍ଷରୁ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହି ଫଣ୍ଟର ନାମ ରଖାଯାଇଛି ‘FixedSys’ । ମିଳିଥିବା ସୂଚନା ମୁତାବକ ମାଇକ୍ରୋସଫ୍ଟ ଅପରେଟିଂ ଓଏସ୍‌ରେ ମଧ୍ୟ ଏହି ଫଣ୍ଟ ରହିଛି। ଏହି ଫଣ୍ଟ ମାଧ୍ୟମରେ ସିମ୍ବଲଗୁଡିକ ସ୍ପଷ୍ଟ ଦେଖାଯାଉଥିବା ବେଳେ […]

WhatsApp May Soon Get a New Font

WhatsApp May Soon Get a New Font

Rakesh Mallick
  • Published: Monday, 18 July 2016
  • Updated: 18 July 2016, 06:41 PM IST

Sports

Latest News

ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ ଓ ଆଇଓଏସ୍‌ ଅପରେଟିଂ ସିଷ୍ଟମ ବ୍ୟବହୃତ ହେଉଥିବା ସୋସିଆଲ୍‌ ମିଡିଆ WhatsAppରେ ଆସୁଥିବା ଫଣ୍ଟର ପରବର୍ତ୍ତନ ହେବ। ଏହାକୁ ନେଇ WhatsApp ଗ୍ରୁପ ପକ୍ଷରୁ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହି ଫଣ୍ଟର ନାମ ରଖାଯାଇଛି 'FixedSys' । ମିଳିଥିବା ସୂଚନା ମୁତାବକ ମାଇକ୍ରୋସଫ୍ଟ ଅପରେଟିଂ ଓଏସ୍‌ରେ ମଧ୍ୟ ଏହି ଫଣ୍ଟ ରହିଛି। ଏହି ଫଣ୍ଟ ମାଧ୍ୟମରେ ସିମ୍ବଲଗୁଡିକ ସ୍ପଷ୍ଟ ଦେଖାଯାଉଥିବା ବେଳେ ଅକ୍ଷରଗୁଡିକୁ ଇଟାଲିକ ଓ ବୋଲ୍ଟ କରିହେବ।

WhatsApp v2.16.179 beta ନାମରେ ଗୁଗଲ ଷ୍ଟୋର ଓ iOS ଷ୍ଟୋରରେ ଏହା ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story