ଆସନ୍ତା ସପ୍ତାହରେ ବଜାରରେ ପ୍ରବେଶ କରିବ Xiaomi Redmi 3s

ନୂଆଦିଲ୍ଲୀ:  ଗତ ମାର୍ଚ୍ଚରେ ରିଲିଜ୍‌ ହୋଇଥିବା Redmi Note 3ର ସଫଳ ବ୍ୟବସାୟ ପରେ Xiaomi କମ୍ପାନୀ ଭାରତୀୟ ବଜାରରେ ଛାଡିବାକୁ ଯାଉଛି Redmi Note 3s ସ୍ମାର୍ଟଫୋନ୍‌। ଏହି ସ୍ମାର୍ଟଫୋନ୍‌ ଅଗଷ୍ଟମାସ ପ୍ରଥମ ସପ୍ତାହରେ ଭାରତୀୟ ବଜାରରେ ପ୍ରବେଶ କରିବ। ଏହି ସ୍ମାର୍ଟଫୋନ୍‌ 2GB RAM + 16GB ROM versionର ଦର ଚୀନ୍‌ ବଜାରରେ ପାଖାପାଖି ଭାରତୀୟ ମୁଦ୍ରାରେ ୭,୨୦୦ଟଙ୍କା ଥିବା ବେଳେ  3GB RAM + 32GB ROM versionର ଦର ୯,୨୦୦ଟଙ୍କା […]

Xiaomi Redmi 3s

Xiaomi Redmi 3s

Rakesh Mallick
  • Published: Sunday, 31 July 2016
  • Updated: 02 August 2016, 04:40 PM IST

Sports

Latest News

ନୂଆଦିଲ୍ଲୀ:  ଗତ ମାର୍ଚ୍ଚରେ ରିଲିଜ୍‌ ହୋଇଥିବା Redmi Note 3ର ସଫଳ ବ୍ୟବସାୟ ପରେ Xiaomi କମ୍ପାନୀ ଭାରତୀୟ ବଜାରରେ ଛାଡିବାକୁ ଯାଉଛି Redmi Note 3s ସ୍ମାର୍ଟଫୋନ୍‌। ଏହି ସ୍ମାର୍ଟଫୋନ୍‌ ଅଗଷ୍ଟମାସ ପ୍ରଥମ ସପ୍ତାହରେ ଭାରତୀୟ ବଜାରରେ ପ୍ରବେଶ କରିବ।

ଏହି ସ୍ମାର୍ଟଫୋନ୍‌ 2GB RAM + 16GB ROM versionର ଦର ଚୀନ୍‌ ବଜାରରେ ପାଖାପାଖି ଭାରତୀୟ ମୁଦ୍ରାରେ ୭,୨୦୦ଟଙ୍କା ଥିବା ବେଳେ  3GB RAM + 32GB ROM versionର ଦର ୯,୨୦୦ଟଙ୍କା ରହିଛି। ଏହି ଦରରେ ମଧ୍ୟ ଭାରତୀୟ ବଜାରରେ ପ୍ରବେଶ କରିବ।

ଗତମାସରେ ଏହି ସ୍ମାର୍ଟଫୋନ୍‌ ଚୀନ ବଜାରରେ ପ୍ରବେଶ କରିଛି। ଏଥିରେ 5-inch HD display ସହ around 8.5mm thickness ରହିଛି। ଏଥିରେ Qualcomm Snapdragon 430 SoC ସହ octa-core processor, fingerprint scanner, 13MP rear camera, 5MP front camera ଓ 4100mAh battery ସୁବିଧା ରହିଛି। ଏହାସହ ବହୁ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story