ଏକ ସଙ୍ଗେ ଦୁଇଟି ବାଇକ୍‌ ଲଞ୍ଚ କଲା ୟାମାହା

ନୂଆଦିଲ୍ଲୀ:ଟୁ-ହୁଇଲର କମ୍ପାନୀ ୟାମାହା ପକ୍ଷରୁ ଭାରତରେ Yamaha Salutoର ଦୁଇଟି ବାଇକ୍‌ ଲଞ୍ଚ କରାଯାଇଛି।  ତେବେ ଏହି ବାଇକ୍‌ର ଦର ୫୨,୫୦୦ ଟଙ୍କାରୁ ଆରମ୍ଭ ହେଉଛି। ଯାହାର ଫ୍ରଣ୍ଟ ଡିସ୍କ top-spec 125cc ମଡେଲ ହୋଇଥିବା ବେଳେ ଏହାର ଏକ୍ସସୋରୁମ୍‌ ପ୍ରାଇସ୍‌  60,500 ଟଙ୍କା ରହିଛି। Unified braking system (UBS) ଭର୍ସନ ବିଶିଷ୍ଟ ଏହି ବାଇକ୍‌ରେ ଅନେକ ଆକର୍ଷଣୀୟ ଫିଚର ରହିଛି। ଏଥିରେ ଥିବା କମ୍ବାଇନ୍‌ ବ୍ରେକ୍‌ ସିଷ୍ଟମଟି ସ୍ୱତନ୍ତ୍ର ହୋଇଥିବା ବେଳେ ଏହା ଲୋକଙ୍କୁ […]

yamh

yamh

Tapas Behera
  • Published: Sunday, 16 December 2018
  • Updated: 16 December 2018, 07:30 PM IST

Sports

Latest News

ନୂଆଦିଲ୍ଲୀ:ଟୁ-ହୁଇଲର କମ୍ପାନୀ ୟାମାହା ପକ୍ଷରୁ ଭାରତରେ Yamaha Salutoର ଦୁଇଟି ବାଇକ୍‌ ଲଞ୍ଚ କରାଯାଇଛି।  ତେବେ ଏହି ବାଇକ୍‌ର ଦର ୫୨,୫୦୦ ଟଙ୍କାରୁ ଆରମ୍ଭ ହେଉଛି। ଯାହାର ଫ୍ରଣ୍ଟ ଡିସ୍କ top-spec 125cc ମଡେଲ ହୋଇଥିବା ବେଳେ ଏହାର ଏକ୍ସସୋରୁମ୍‌ ପ୍ରାଇସ୍‌  60,500 ଟଙ୍କା ରହିଛି। Unified braking system (UBS) ଭର୍ସନ ବିଶିଷ୍ଟ ଏହି ବାଇକ୍‌ରେ ଅନେକ ଆକର୍ଷଣୀୟ ଫିଚର ରହିଛି। ଏଥିରେ ଥିବା କମ୍ବାଇନ୍‌ ବ୍ରେକ୍‌ ସିଷ୍ଟମଟି ସ୍ୱତନ୍ତ୍ର ହୋଇଥିବା ବେଳେ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏଭଳି ଫିଚର ଥିବା ବାଇକ୍‌କୁ ସରକାର ବାଧ୍ୟତା ମୂଳକ କରିବାକୁ ଯାଉଛନ୍ତି। ମିଳିଥିବା

ସୂଚନା ଅନୁଯାୟୀ ସରକାର ୨୦୧୯ ଏପ୍ରିଲ ୧ରୁ ଏହି ୧୨୫ସିସି ଇଞ୍ଜିନ୍‌କୁ ନେଇ ନୂଆ ନିୟମ ଲାଗୁ କରିପାରନ୍ତି। Yamaha Saluto RX ଏବଂ Saluto 125 ଭଳି ଦୁଇଟି ମଡେଲରେ ସୁରକ୍ଷା ଫିଚର ନେଇ ଅନେକ ଗୁରୁତ୍ୱ ଦିଆଯାଇଛି। ଉଭୟ ବାଇକ୍‌ରେ UBS ସିଷ୍ଟମ୍‌ ଦିଆଯାଇଛି।

ଏଥିରେ Air-cooled 110cc single-cylinder ଇଞ୍ଜିନ୍‌ ରହିଛି। ତେବେ Saluto RX UBS ବାଇକଟି 7.5bhp ଏବଂ Saluto 125 7.5bhp ପାୱାର ଜେନେରେଟ୍‌ କରିବାର କ୍ଷମତା ରହିଛି। ଷ୍ଟାଇଲିସ୍‌ ଏବଂ ଲୁକ୍ ଦୃଷ୍ଟିରୁ ଯଥେଷ୍ଟ ଆକର୍ଷଣୀୟ ହୋଇଛି। ଯାହା ଆପଣଙ୍କୁ ବେଶ୍‌ ପସନ୍ଦ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story