ଗଛ ଉପରେ ବସିଛି ଭାଲୁ

ଗଛ ଉପରେ ବସିଛି ଭାଲୁ। ବିରାଟ ଗଛ ଉପରେ ବସି ଏଣେତେଣେ ଚାହୁଁଛି। ଡରାଇବା ପାଇଁ ଗଛ ଉପରେ ବସିଛି କି ଡରି ଯାଇ ବସିଛି ଜଣାପଡ଼ୁନି। ହେଲେ ଏତେ ଉଚ୍ଚରେ ଭାଲୁଟି ବସି ଯେପରି ଚାହୁଁଛି ତାକୁ ଦେଖିବାକୁ ଆଖପାଖ ଲୋକ ଗଦା ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ।