ଘାଣ୍ଟୁଛି, ସତ ଉଗାଳୁଛି

ମାନସ ମର୍ଡର କେସ୍‌ରେ ଗିରପ ୪ ଅଭିଯୁକ୍ତଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଗୁଡେଇ ତୁଡେଇ ପ୍ରଶ୍ନ ବାଣ୍ଟରେ ଘାଣ୍ଟୁଛି। ଯେତେ ଘାଣ୍ଟୁଛି ସେତେ ସତ ଉଗାଳୁଛି। ରିମାଣ୍ଡର ଆଜି ୨ ଦିନରେ ଗିରଫ ଅଭିଯୁକ୍ତଙ୍କୁ ପୁରି ଜେରା କରିବ କ୍ରାଇମବ୍ରାଞ୍ଚ ଟିମ।