ଚିକିତ୍ସା ନ ପାଇ ଆଖି ବୁଜିଲେ ଆଶା ଦିଦି

ସେ ଅନ୍ୟକୁ ଯୋଗାଉଥିଲେ ଚିକିତ୍ସା । ହେଲେ ନିଜେ ପାଇଲେନି । ଅନେକ ଗର୍ଭବତୀଙ୍କୁ ଡାକ୍ତରଖାନା ଆଣୁଥିଲେ, ପ୍ରସବ କରାଉଥିଲେ । ହେଲେ ନିଜେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତରଖାନାରେ ପାଇଲେନି ଚିକିତ୍ସା ସୁବିଧା। ଶେଷରେ ଆଖି ବୁଜିଦେଲେ ଆଶାଦିଦି।