ଚିପ୍‌ରେ ରହିଛି କି ପୁରୀ ସୁଟିଂ ସିକ୍ରେଟ

ମାନସ ହତ୍ୟା ମାମଲାରେ ଆଉ ଏକ ସୁରାକ ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ନେଇ ଶର୍ମିଷ୍ଠା ଯାଇଥିଲେ ପୁରୀ। ପୁରୀ ସମୁଦ୍ର କୂଳରେ ହେଉଥିଲା ସୁଟିଂ। ତେବେ ଯେଉଁ ଚିପ୍‌ କଥା କୁହାଯାଉଛି ସେଥିରେ ପୁରୀ ସୁଟିଂର କିଛି ଗୁପ୍ତ ତଥ୍ୟ ରହିଛି କି ?