ଛିଡା ହୋଇଥିଲେ, ଚାପିଦେଲା ଟ୍ରକ

ରାସ୍ତା କଡରେ ଛିଡ଼ା ହୋଇ ଗପୁଥିଲେ। ଚାପିଦେଲା ଟ୍ରକ। ବିନା ଦୋଷରେ ଚାଲିଗଲା ୩ ଜୀବନ।