ଜୀବନ ନେଲା ଯବାନ ପ୍ରେମିକ

ସାମ୍ନାକୁ ଆସିଲା ଗଳିତ ଶବ ପଛର କାହାଣୀ । ପ୍ରେମ ବିବାହରେ ବିଫଳ ହେବାରୁ ହତ୍ୟା କରିଥିଲା ପ୍ରେମିକ । 30 ଲକ୍ଷ ଟଙ୍କା ଯୌତୁକ ପାଇଁ ଭାଙ୍ଗିଯାଇଥିଲା ବାହାଘର । ରାଗ ଜରାଜର ହୋଇ ପ୍ରେମିକାର ଜୀବନ ନେଇଥିଲା ଯବାନ ପ୍ରେମିକ ।