ଦେଢ ଲକ୍ଷ ଟଙ୍କାକୁ ଚାହିଁଲେନି, ମାନବିକତା ଦେଖାଇଲେ

ପ୍ରକୃତରେ ନାହିଁ ନାହିଁର ଭାବ ଅଭାବ ନୁହେଁ । ଅଭାବ ଏକ ମାନସିକତା। କୋଟି କୋଟି ଟଙ୍କା ଥିଲେ ବି ମଣିଷ ଅର୍ଥ ସଂଗ୍ରହ ପାଇଁ ଗଳାବାଟଟିଏ ଖୋଜୁଥାଏ। ହେଲେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ନିଜ ଅଭାବ ଭିତରେ ପୂର୍ଣ୍ଣତାକୁ ଅନୁଭବ କରନ୍ତି। ସେମାନଙ୍କୁ ଅର୍ଥ ପ୍ରଲୋଭିତ କରିପାରେନି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖନ୍ତୁ ।