ପରମାଣୁ ଆଟାକ କରିବ ରୁଷ

ଅତି ବିପଦଜ୍ଜନକ ସ୍ଥିତିରେ ରୁଷ-ୟୁକ୍ରେନ ଯୁଦ୍ଧ, ବଡ଼ ଯୁଦ୍ଧ ପାଇଁ ସଜବାଜ ହେଉଛି ରୁଷ, ପରମାଣୁ ଫୋର୍ସକୁ ହାଇ ଆଲର୍ଟ, ୟୁକ୍ରେନ ଉପରେ ହୋଇପାରେ ଆଣବିକ ମାଡ଼ କାରଣ ଆଣବିକ ଯୁଦ୍ଧର ଧମକ ଦେଲେ ରୁଷ ରାଷ୍ଟ୍ରପତି, ପରମାଣୁ ଧମକ ପରେ ବିଶ୍ଵବ୍ୟାପୀ ହଇଚଇ ।