ପାକ୍‌, ତୁର୍କୀ ଛାତ୍ରଙ୍କୁ ଢାଲ ତ୍ରିରଙ୍ଗା

ୟୁକ୍ରେନରେ ପ୍ରବାସୀ ଛାତ୍ରଙ୍କ ଅବସ୍ଥା ସାଂଘାତିକ । ଖାରଖିବ, କିବ୍‌ରୁ ବାହାରି ଆସିବା ମୁସ୍କିଲ ହେଉଛି। ଏପରି ସ୍ଥିତିରେ ଖାଲି ଭାରତୀୟ ନୁହଁନ୍ତି, ପାକ୍‌ ଓ ତୁର୍କୀ ଛାତ୍ରମାନେ ତ୍ରିରଙ୍ଗାକୁ ଢାଲ କରି ୟୁକ୍ରେନ ସୀମା ପାର ହେଉଛନ୍ତି।