ପ୍ରେମିକାର ଘରେ ଝୁଲୁଛି ପ୍ରେମିକର ଶବ

ପ୍ରେମିକାର ଘର ଭିତରେ ଝୁଲୁଛି ପ୍ରେମିକର ଶବ। ସିଲିଂ ଫ୍ୟାନରେ ଝୁଲୁଛି ଶବ । ଘର ସାମ୍ନାରେ ପଡିଛି ମୋଟର ସାଇକେଲ। ପ୍ରେମ ପାଇଁ କ’ଣ ଆତ୍ମହତ୍ୟା ? ନା ରାସ୍ତାରୁ ହଟାଇବା ପାଇ ଯୋଜନାବଦ୍ଧ ହତ୍ୟା ?