ପ୍ଲାଷ୍ଟର ଖୋଲାହେଲା, ଅହିରାଜ ଚାଲିଲା

୨୩ ଦିନ ପରେ ଅହିରାଜର ପ୍ଲାଷ୍ଟର ଖୋଲାଯାଇଛି। ଅହିରାଜର ମେରୁହାଡ ଭାଙ୍ଗି ଯାଇଥିଲା। ଓୟୁଏଟିରେ ଏହାର ଅପରେଶନ କରାଯାଇଥିଲା। ୨୩ ଦିନ ପରେ ଏହାର ପ୍ଲାଷ୍ଟର ଖୋଲିବା ପରେ ସୁସ୍ଥ ହୋଇଛି ଅହିରାଜ।