ଫ୍ଲାଗ ମାର୍ଚ୍ଚ କଲା ପୋଲିସ

ନିର୍ବାଚନୀ ହିଂସାକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଭଞ୍ଜନଗର ଉପଖଣ୍ଡରେ ବିଭିନ୍ନ ଥାନା ପକ୍ଷରୁ ଆରମ୍ଭ ହୋଇଛି ଫ୍ଲାଗମାର୍ଚ୍ଚ।