ବସକୁ ବୋମା ମାଡ

<p>ପୁରୀ ଜ଼ିଲ୍ଲା ସତ୍ୟବାଦୀ ବ୍ଲକ ରାୟ ଖଣ୍ଡି ପଂଚାୟତ ବଢ଼େଇକେରା ଗ୍ରାମର ସୁବାସ ବରାଳଙ୍କ ଘର ନିକଟରେ ଦୁଇଗୋଟି ବସ ଥୁଆ ହୋଇଥିବା ବେଳେ ବସ ନିକଟ କୁ ଗତ କାଲି ରାତି 3 ଟାରେ ବୋମାମାଡ ହୋଇଥଲା। ମୁନା ନାମକ ବ୍ୟକ୍ତି ଯିଏ କି ତାଙ୍କ ଗାଡିରେ ଡ୍ରାଇଭର ଓ କଣ୍ଡକ୍ଟର ଭାବରେ କାର୍ଯ୍ୟରତ ଥିଲା,ସେ ଗାଡ଼ିରେ ଯାଉଥିବା ପାସେଞ୍ଜରଙ୍କୁ ଖରାପ ବ୍ୟବହାର କରୁଥିବାର ମାଲିକଙ୍କ ପୁଅ ନିକଟରେ ଅଭିଯୋଗ ହୋଇ ଆସୁଥିଲା ଏହା ପରେ ଗତ କାଲି ପୁଅ କୃଷ୍ଣଚନ୍ଦ୍ର ବରାଳ ମୁନାଙ୍କୁ ଗାଡିରୁ ବାହାର କରିଦେଇଥିଲେ। ଯାହା ଫଳରେ ଅଭିଯୁକ୍ତ ମୁନା ଏପରି ଘଟଣା କରିଛି ବୋଲି ସେ କରିଛନ୍ତି l</p>

Ordigital Desk
  • Published: Sunday, 06 February 2022
  • Updated: 06 February 2022, 12:35 AM IST

Sports

Latest News

<p>ପୁରୀ ଜ଼ିଲ୍ଲା ସତ୍ୟବାଦୀ ବ୍ଲକ ରାୟ ଖଣ୍ଡି ପଂଚାୟତ ବଢ଼େଇକେରା ଗ୍ରାମର ସୁବାସ ବରାଳଙ୍କ ଘର ନିକଟରେ ଦୁଇଗୋଟି ବସ ଥୁଆ ହୋଇଥିବା ବେଳେ ବସ ନିକଟ କୁ ଗତ କାଲି ରାତି 3 ଟାରେ ବୋମାମାଡ ହୋଇଥଲା। ମୁନା ନାମକ ବ୍ୟକ୍ତି ଯିଏ କି ତାଙ୍କ ଗାଡିରେ ଡ୍ରାଇଭର ଓ କଣ୍ଡକ୍ଟର ଭାବରେ କାର୍ଯ୍ୟରତ ଥିଲା,ସେ ଗାଡ଼ିରେ ଯାଉଥିବା ପାସେଞ୍ଜରଙ୍କୁ ଖରାପ ବ୍ୟବହାର କରୁଥିବାର ମାଲିକଙ୍କ ପୁଅ ନିକଟରେ ଅଭିଯୋଗ ହୋଇ ଆସୁଥିଲା ଏହା ପରେ ଗତ କାଲି ପୁଅ କୃଷ୍ଣଚନ୍ଦ୍ର ବରାଳ ମୁନାଙ୍କୁ ଗାଡିରୁ ବାହାର କରିଦେଇଥିଲେ। ଯାହା ଫଳରେ ଅଭିଯୁକ୍ତ ମୁନା ଏପରି ଘଟଣା କରିଛି ବୋଲି ସେ କରିଛନ୍ତି l</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos