ବାଜିଲା ବିଗୁଲ, କିଏ ହେବ ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ଏହି ଆସନରୁ କିଏ ହେବ ପ୍ରାର୍ଥୀ ସେ ନେଇ କଳ୍ପନଜଳ୍ପନା ଚାଲିଛି ।