ବିଧାୟକ ପ୍ରକାଶ ମାଝିଙ୍କୁ ଏ ଅନୁକମ୍ପା କାହିଁକି ?

ବିଜେଡି ବିଧାୟକ ପ୍ରକାଶ ମାଝିଙ୍କ ନାଁରେ ଯୌନ ନିର୍ଯାତନା ଓ ଭୃଣ ହତ୍ୟା ପରି ଆସିଛି ଅଭିଯୋଗ। ହେଲେ ପୋଲିସ ଚୁପ୍‌। ଏ ନେଇ ଗର୍ଜିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।