ଭାଇ ଉପରେ ଟ୍ରକ ଚଢାଇଦେଲେ

ଯାଜପୁର ଜିଲ୍ଲା ଜେନାପୂର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଯୁବକ ନିଜ ସମ୍ପର୍କୀୟ ଭାଇଙ୍କୁ ଟ୍ରକ ଚଢାଇ ହତ୍ୟା କରିଛନ୍ତି ।