ଭାଙ୍ଗିଲା ଚୁଲିରେ କେମିତି ରନ୍ଧା ହେବ ୬୦ ପଉଟି ?

ଜାତିର ବଡ଼ ଠାକୁରଙ୍କ ଶ୍ରୀମନ୍ଦିରର ରୋଷଘରେ ପଶି ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ଆଣିଛି ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ। ତେବେ ଚୁଲି ଭାଙ୍ଗିଲା ପରେ ରନ୍ଧା ହେବ ତ ୬୦ ପଉଟି ? ଯଦି ହଁ, ତେବେ କେମିତି ହେବ ?