ଭ‍ରସା ଦେଇ ଘରେ ରଖିଲେ, ବିକିଦେଲେ |

ଭରସା ଦେଇ ତାଙ୍କ ଘରେ ଆଶ୍ରୟ ନେଇଥିଲେ। ହେଲେ ସେ ଜାଣି ପାର ନ ଥିଲେ ସେ ବିଶ୍ୱାସର ହାତରେ ବିଷର ପରଶ ଥିଲା ବୋଲି। ଏବେ ଝାରସୁଗୁଡ଼ାରୁ ଯାଇ ସଦୂର ରାଜସ୍ଥାନରେ। ତାଙ୍କୁ ଦଢ ଲକ୍ଷ ଟଙ୍କାରେ ବିକ୍ରି କରି ଦିଆଯାଇଛି। ଏବେ ସେଠାରୁ ମୁକ୍ତି ପାଇଁ ଆକୁଳ ନିବେଦନ କରିଛନ୍ତି।