ମାଓ ଚାଲ , ମୁକୁଳିଲେ ମୃତ୍ୟୁର କବଳରୁ

<p>ବୋମା ନିଷ୍କ୍ରିୟ କଲେ, ବୋମା ନିଷ୍କ୍ରୟ ଦଳ। ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଥାନା ଅନ୍ତର୍ଗତ କାନୁସୁରୁ ନିକଟ ଏକ ପୋଲୋ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଠାବ ହୋଇଥିଲା କଲ୍ୟାଣସିହଂପୁର ଠାରୁ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲି ଜିବା ରାସ୍ତାରେ, ପୋଲିସର ଜୋରଦାର କୁମ୍ଭିଗ ଅପରେସନ କୁ ରେ ଦୃଷ୍ଟିରେ ରଖି ବୋମା ଖଞ୍ଜା ଯାଇଥିଲା। ଗତ ସପ୍ତାହ ଧରି ନିୟମଗିରି ପାହାଡ଼ ଅଞ୍ଚଳ ପରସାଲି ଜଙ୍ଗଲରେ Deep search metal detecter ସହାୟତରର ସମ୍ପୂର୍ଣ ଭାବେ ତନ୍ନତନ କରି ଯାଞ୍ଚ କରାଯାଇଥିଲା</p>

Ordigital Desk
  • Published: Monday, 21 February 2022
  • Updated: 21 February 2022, 02:19 AM IST

Sports

Latest News

<p>ବୋମା ନିଷ୍କ୍ରିୟ କଲେ, ବୋମା ନିଷ୍କ୍ରୟ ଦଳ। ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଥାନା ଅନ୍ତର୍ଗତ କାନୁସୁରୁ ନିକଟ ଏକ ପୋଲୋ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଠାବ ହୋଇଥିଲା କଲ୍ୟାଣସିହଂପୁର ଠାରୁ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲି ଜିବା ରାସ୍ତାରେ, ପୋଲିସର ଜୋରଦାର କୁମ୍ଭିଗ ଅପରେସନ କୁ ରେ ଦୃଷ୍ଟିରେ ରଖି ବୋମା ଖଞ୍ଜା ଯାଇଥିଲା। ଗତ ସପ୍ତାହ ଧରି ନିୟମଗିରି ପାହାଡ଼ ଅଞ୍ଚଳ ପରସାଲି ଜଙ୍ଗଲରେ Deep search metal detecter ସହାୟତରର ସମ୍ପୂର୍ଣ ଭାବେ ତନ୍ନତନ କରି ଯାଞ୍ଚ କରାଯାଇଥିଲା</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos