ମିଶନ ୨୦୨୪: ଟାର୍ଗେଟ ଅଧିକ ସିଟ୍‌

୨୦୨୪ରେ ନିର୍ବାଚନ। ସଜବାଜ ହେଉଛି ବିଜେପି। ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡିଛି। ଲକ୍ଷ୍ୟ, ୨୦୨୪ରେ ଅଧିକ ସିଟ ହାତେଇବା।