ଯୁଦ୍ଧ ଭାଙ୍ଗିଦେଲା ପୁଟିନଙ୍କ ଘର

ଯୁଦ୍ଧ ଖାଲି ୟୁକ୍ରେନକୁ ଧ୍ୱଂସ କରିନି। ୟୁକ୍ରେନ ମାଟିରେ ଋଷ ମାଡ କରୁଥିବା ମିସାଇଲ ଧୂଆଁ ସାରା ବିଶ୍ୱକୁ ଆକ୍ତାମାକ୍ତା କରି ଦେଇଛି। ଏପରିକି ଏହି ଯୁଦ୍ଧ ଭାଙ୍ଗି ଦେଇଛି ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ଝିଅର ଘରସଂସାର।