ରାତିରେ ଶୋଇଥିଲେ, ସକାଳକୁ ପାଉଁଶ

ରାତିରେ ଦୁଇ ଶିଶୁ ସନ୍ତାନକୁ ଧରି ଶୋଇବାକୁ ଯାଇଥିଲେ ମା’। ମାର ପଣତ ଧରି ନିର୍ଭୟରେ ଶୋଇ ଯାଇଥିବେ।ହେଲେ ନିଦ ଭାଙ୍ଗିଲାବେଳକୁ ତାଙ୍କ ସାମ୍ନାରେ ଦେଖିଥିବେ ଖାଲି ନିଆଁ ଆଉ ନିଆଁ। କୁନି କୁନି ଶିଶୁ ଦୁଇଟି ହୁଏତ ମା’କୁ ଉଦ୍ଧାର ପାଇଁ ଆକୁଳ ନୟନରେ ଚାହିଁଥିବେ। ହେଲେ ମା’ ବି ନିରୁପାୟ ! ଚେଷ୍ଟା କରି ବି ମୁକୁଳାଇ ପାରି ନ ଥିବ। ଆଉ ତା ପରେ ଜଳି ଯାଇଥିଲେ ସମସ୍ତେ..