ସାଂସଦଙ୍କ ପୁରୀ ଗସ୍ତ: କାହିଁକି ଜିଦ୍‌…କାହିଁକି ବିରୋଧ

ପୁରୀ ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ପୁରୀ ଗସ୍ତ କରି ଫେରି ଆସିଛନ୍ତି । ସାଂସଦଙ୍କ ପୁରୀ ଗସ୍ତକୁ ଘୋର ବିରୋଧ କରାଯାଉଥିଲା। ପୋଲିସ ଛାଉଣୀ ହୋଇଥିଲା ରାସ୍ତା। ତଥାପି ସାଂସଦ ଯାଇଥିଲେ। ତେବେ କାହିଁକି ସାଂସଦଙ୍କୁ ବିରୋଧ କରାଯାଉଥିଲା ? ବିରୋଧ ସତ୍ତ୍ୱେ ସାସଂଦ କାହିଁକି ପୁରୀ ଯିବାକୁ ଜିଦ ଧରିଥିଲେ ?