ହକ ପାଇଁ ଶାଶୁ ଘର ଆଗରେ ଆଉ ଜଣେ ତପସ୍ବିନୀ

Ordigital Desk
  • Published: Sunday, 20 February 2022
  • Updated: 20 February 2022, 09:59 PM IST
<p>ଶ୍ବଶୁର ଘର ଦାଣ୍ଡ ଦୁଆରେ ବିବାହିତ ମହିଳାଙ୍କ ଧାରଣା। ତପସ୍ବିନୀ ବିବାଦ ଭଳି ଆଉ ଏକ ନୂଆ ଘଟଣା ଗଞ୍ଜାମରେ ମୁଣ୍ଡ ଟେକିଲା। ଘଟଣା ଏମିତି ଧରାକୋଟ ଥାନା ପୋଡାପଲ୍ଲୀ ଗ୍ରାମରେ ରଶ୍ମିତା କୁମାରୀ ରାଉଳ ସହ ଜିତେନ୍ଦ୍ର ମୁନି 6.5.2014ରେ ବିବାହ କରିଥିଲେ । ଗତ 8 ମାସ ହେଲା ଜିତେନ୍ଦ୍ର ରଶ୍ମିତାଙ୍କ ଠାରୁ ଅଲଗା ହୋଇରହିଛନ୍ତି।ଇତିମଧ୍ୟରେ ରଶ୍ମିତା ନ୍ୟାୟ ପାଇଁ ଧରାକୋଟ ଓ ଗୋଳନ୍ଥରା ଥାନାରେ 3 ଟି ଅଭିଯୋଗ ଦେଇଥିଲେ। ସ୍ୱାମୀ ଓ ସ୍ତ୍ରୀର ସମସ୍ୟା ସମାଧାନ କରିବାକୁ ଶ୍ବଶୁର ଘର ଲୋକେ ଚାହୁଁନାହାନ୍ତି ବୋଲି ରଶ୍ମିତା ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories