ହାଇୱା-ଟ୍ରକ ମଝିରେ ଚାପି ହୋଇଗଲା କାର

ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା। ଜଣେ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଏକାଧିକ ଗାଡ଼ିକୁ ଧକ୍କା ଦେଲା। ଆଉ ଟ୍ରକ-ହାଇୱା ମଝିରେ ଦିଆସିଲ ଖୋଳ ପରି ଚାପି ହୋଇଗଲା କାରଟି।