ଅଳ୍ପକେ ବାର୍ତ୍ତିଲେ ବସ ଯାତ୍ରୀ

<p>କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଏକ ଟ୍ରଲର ପଛରେ ପିଟିଲା ବସ । ମାତୃକରୁଣା ନାମକ ଏକ ଘରୋଇ ବସ କଟକରୁ ଯାଜପୁର ଆଡ଼କୁ ଯାଉଥିବା ବେଳେ ବସ ଆଗରେ ଯାଉଥିବା ଏକ ଟ୍ରଲର ପଛରେ ପିଟି ହୋଇଯାଇଥିଲା । ଫଳରେ ଟ୍ରଲର ରେ ବୋଝୋଇ ହୋଇଥିବା ପାଇପ ଗୁଡ଼ିକ ଟ୍ରଲର ର କେବିନ୍ କୁ ଭାଙ୍ଗି ଆଗକୁ ଚାଲି ଯାଇଥିଲା । ରାଜପଥ ଉପରେ ଖେଳାଇ ହୋଇ ପଡ଼ି ରହିଛି ପାଇପ । ଦୁର୍ଘଟଣା ସ୍ଥଳରେ ପରିସ୍ଥିତି ଏପରି ହୋଇଛି ଯେ ଯିଏ ବି ଦେଖିବ ଭୟଭିତ ହୋଇଯିବ । ମାତ୍ର ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଏଥିରେ ବସ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି ।</p>

Ordigital Desk
  • Published: Sunday, 30 January 2022
  • Updated: 30 January 2022, 08:27 PM IST

Sports

Latest News

<p>କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଏକ ଟ୍ରଲର ପଛରେ ପିଟିଲା ବସ । ମାତୃକରୁଣା ନାମକ ଏକ ଘରୋଇ ବସ କଟକରୁ ଯାଜପୁର ଆଡ଼କୁ ଯାଉଥିବା ବେଳେ ବସ ଆଗରେ ଯାଉଥିବା ଏକ ଟ୍ରଲର ପଛରେ ପିଟି ହୋଇଯାଇଥିଲା । ଫଳରେ ଟ୍ରଲର ରେ ବୋଝୋଇ ହୋଇଥିବା ପାଇପ ଗୁଡ଼ିକ ଟ୍ରଲର ର କେବିନ୍ କୁ ଭାଙ୍ଗି ଆଗକୁ ଚାଲି ଯାଇଥିଲା । ରାଜପଥ ଉପରେ ଖେଳାଇ ହୋଇ ପଡ଼ି ରହିଛି ପାଇପ । ଦୁର୍ଘଟଣା ସ୍ଥଳରେ ପରିସ୍ଥିତି ଏପରି ହୋଇଛି ଯେ ଯିଏ ବି ଦେଖିବ ଭୟଭିତ ହୋଇଯିବ । ମାତ୍ର ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଏଥିରେ ବସ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos