ଗଛ ଉପରେ ବସିଛି ଭାଲୁ

<p>ଗଛ ଉପରେ ବସିଛି ଭାଲୁ। ବିରାଟ ଗଛ ଉପରେ ବସି ଏଣେତେଣେ ଚାହୁଁଛି। ଡରାଇବା ପାଇଁ ଗଛ ଉପରେ ବସିଛି କି ଡରି ଯାଇ ବସିଛି ଜଣାପଡ଼ୁନି। ହେଲେ ଏତେ ଉଚ୍ଚରେ ଭାଲୁଟି ବସି ଯେପରି ଚାହୁଁଛି ତାକୁ ଦେଖିବାକୁ ଆଖପାଖ ଲୋକ ଗଦା ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ।</p>

Ordigital Desk
  • Published: Monday, 24 January 2022
  • Updated: 24 January 2022, 03:09 PM IST

Sports

Latest News

<p>ଗଛ ଉପରେ ବସିଛି ଭାଲୁ। ବିରାଟ ଗଛ ଉପରେ ବସି ଏଣେତେଣେ ଚାହୁଁଛି। ଡରାଇବା ପାଇଁ ଗଛ ଉପରେ ବସିଛି କି ଡରି ଯାଇ ବସିଛି ଜଣାପଡ଼ୁନି। ହେଲେ ଏତେ ଉଚ୍ଚରେ ଭାଲୁଟି ବସି ଯେପରି ଚାହୁଁଛି ତାକୁ ଦେଖିବାକୁ ଆଖପାଖ ଲୋକ ଗଦା ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos