ଚିକିତ୍ସା ନ ପାଇ ଆଖି ବୁଜିଲେ ଆଶା ଦିଦି

<p>ସେ ଅନ୍ୟକୁ ଯୋଗାଉଥିଲେ ଚିକିତ୍ସା । ହେଲେ ନିଜେ ପାଇଲେନି । ଅନେକ ଗର୍ଭବତୀଙ୍କୁ ଡାକ୍ତରଖାନା ଆଣୁଥିଲେ, ପ୍ରସବ କରାଉଥିଲେ । ହେଲେ ନିଜେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତରଖାନାରେ ପାଇଲେନି ଚିକିତ୍ସା ସୁବିଧା। ଶେଷରେ ଆଖି ବୁଜିଦେଲେ ଆଶାଦିଦି।</p>

Ordigital Desk
  • Published: Monday, 24 January 2022
  • Updated: 24 January 2022, 10:31 AM IST

Sports

Latest News

<p>ସେ ଅନ୍ୟକୁ ଯୋଗାଉଥିଲେ ଚିକିତ୍ସା । ହେଲେ ନିଜେ ପାଇଲେନି । ଅନେକ ଗର୍ଭବତୀଙ୍କୁ ଡାକ୍ତରଖାନା ଆଣୁଥିଲେ, ପ୍ରସବ କରାଉଥିଲେ । ହେଲେ ନିଜେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତରଖାନାରେ ପାଇଲେନି ଚିକିତ୍ସା ସୁବିଧା। ଶେଷରେ ଆଖି ବୁଜିଦେଲେ ଆଶାଦିଦି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos