ତିନି ଭାଇ ମିଶି ହାଣି ପକାଇଲେ

<p>ବଡ଼ବିଲ ଥାନା, ଠାକୁରାଣୀ, ସିରାଜୁଦ୍ଦିନ ହଟିଂରେ ଗତ ରାତିରେ କୌଣସି କାରଣରୁ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ନାରଣ ପୂର୍ତ୍ତୀ । ହତ୍ୟା ଅଭିଯୋଗରେ ୩ ଭାଇଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।</p>

Ordigital Desk
  • Published: Tuesday, 22 February 2022
  • Updated: 22 February 2022, 03:04 PM IST

Sports

Latest News

<p>ବଡ଼ବିଲ ଥାନା, ଠାକୁରାଣୀ, ସିରାଜୁଦ୍ଦିନ ହଟିଂରେ ଗତ ରାତିରେ କୌଣସି କାରଣରୁ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ନାରଣ ପୂର୍ତ୍ତୀ । ହତ୍ୟା ଅଭିଯୋଗରେ ୩ ଭାଇଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos