ପ୍ଲାଷ୍ଟର ଖୋଲାହେଲା, ଅହିରାଜ ଚାଲିଲା

<p>୨୩ ଦିନ ପରେ ଅହିରାଜର ପ୍ଲାଷ୍ଟର ଖୋଲାଯାଇଛି। ଅହିରାଜର ମେରୁହାଡ ଭାଙ୍ଗି ଯାଇଥିଲା। ଓୟୁଏଟିରେ ଏହାର ଅପରେଶନ କରାଯାଇଥିଲା। ୨୩ ଦିନ ପରେ ଏହାର ପ୍ଲାଷ୍ଟର ଖୋଲିବା ପରେ ସୁସ୍ଥ ହୋଇଛି ଅହିରାଜ।</p>

Ordigital Desk
  • Published: Monday, 24 January 2022
  • Updated: 24 January 2022, 02:11 AM IST

Sports

Latest News

<p>୨୩ ଦିନ ପରେ ଅହିରାଜର ପ୍ଲାଷ୍ଟର ଖୋଲାଯାଇଛି। ଅହିରାଜର ମେରୁହାଡ ଭାଙ୍ଗି ଯାଇଥିଲା। ଓୟୁଏଟିରେ ଏହାର ଅପରେଶନ କରାଯାଇଥିଲା। ୨୩ ଦିନ ପରେ ଏହାର ପ୍ଲାଷ୍ଟର ଖୋଲିବା ପରେ ସୁସ୍ଥ ହୋଇଛି ଅହିରାଜ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos