୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

<p>ଗତକାଲି ପୁରୀ ବାଲିସାହି ସିଧବକୁଳ ମଠ ଲେନରେ ଏକ ଘର ଛାତ ଉପରେ ସୁଯୋଗପାଇ ଜଣେ ପାଞ୍ଚ ବର୍ଷର ନବାଲିକାକୁ ଦୁଷ୍କର୍ମ କରାଯାଇଥିଲା | ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଦୁଷ୍କର୍ମ ପରେ ଫେରାର ହୋଇଯାଇଛି | ମହେଶ କୁ ଗିରଫ ପାଇଁ ଟାଉନ ଥାନା ଅଧିକାରୀ ଓ ପୁରୀ ଏସ୍ପିଙ୍କ ନେତୃତ୍ୱରେ ଚାରୋଟି ଟିମ ଗଠନ କରାଯାଇଛି | ଆଉ ଅଧିକ ଟିମ ଗଠନ କରାଯାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଏସ୍ପି ସୂଚନା ଦେଇଛନ୍ତି |</p>

Ordigital Desk
  • Published: Tuesday, 25 January 2022
  • Updated: 25 January 2022, 02:56 PM IST

Sports

Latest News

<p>ଗତକାଲି ପୁରୀ ବାଲିସାହି ସିଧବକୁଳ ମଠ ଲେନରେ ଏକ ଘର ଛାତ ଉପରେ ସୁଯୋଗପାଇ ଜଣେ ପାଞ୍ଚ ବର୍ଷର ନବାଲିକାକୁ ଦୁଷ୍କର୍ମ କରାଯାଇଥିଲା | ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଦୁଷ୍କର୍ମ ପରେ ଫେରାର ହୋଇଯାଇଛି | ମହେଶ କୁ ଗିରଫ ପାଇଁ ଟାଉନ ଥାନା ଅଧିକାରୀ ଓ ପୁରୀ ଏସ୍ପିଙ୍କ ନେତୃତ୍ୱରେ ଚାରୋଟି ଟିମ ଗଠନ କରାଯାଇଛି | ଆଉ ଅଧିକ ଟିମ ଗଠନ କରାଯାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଏସ୍ପି ସୂଚନା ଦେଇଛନ୍ତି |</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos