୨ ଗାଁ ଦଖଲ କଲା ଋଷ, ଥରହର ୟୁକ୍ରେନ

ଥରହର ୟୁକ୍ରେନ। ୟୁକ୍ରେନ ଉପରେ ଋଷିଆ ଘନଘନ ବୋମାମାଡ। ଏମିତି ଆକ୍ରମଣ ପରେ ଆତଙ୍କିତ ହୋଇପଡ଼ିଛନ୍ତି ୟୁକ୍ରେନ ଜନତା।