ଚୋରୀ ହୋଇଗଲା ଛେଳି ଭୋଜି ହେବ କେମିତି

<p>ଯେତେ ଯାହା କଲେ ମଧ୍ୟ ବଲାଙ୍ଗିର ସହର ଭିତରେ କମୁନି ଚୋରଙ୍କ ଆତଙ୍କ । ଟଙ୍କା ସୁନା ଚୋରୀ ପରେ ଏବେ ଛେଲି ଚୋରୀ କରୁଛନ୍ତି ଚୋର । ବାହାଘର ସିଜନ ଚାଲିଥିବାରୁ ମାଂସ ଭୋଜି ପାଇଁ ଘରେ ଘରେ ଆଗତୁରା ଛେଲି କିଣିକି ରଖାଯାଉଛି । ଆଉ ସେସବୁ ଛେଲିକୁ ଟାର୍ଗେଟ କରୁଛନ୍ତି ଚୋର । ଗତ କିଛି ଦିନ ତଲେ ଧୁମାମରାରୁ ୮ ଟି ଛେଲି ଚୋରୀ ହୋଇଥିଲା । ଆଉ ଗତକାଲି ରାତିରେ କନ୍ଧପାଲି ପଡାରୁ ୧୦ ଟି ଛେଲି ଚୋରୀ କରି ଚଂପଟ ମାରିଛନ୍ତି ଚୋର</p>

Ordigital Desk
  • Published: Friday, 11 February 2022
  • Updated: 11 February 2022, 04:03 PM IST

Sports

Latest News

<p>ଯେତେ ଯାହା କଲେ ମଧ୍ୟ ବଲାଙ୍ଗିର ସହର ଭିତରେ କମୁନି ଚୋରଙ୍କ ଆତଙ୍କ । ଟଙ୍କା ସୁନା ଚୋରୀ ପରେ ଏବେ ଛେଲି ଚୋରୀ କରୁଛନ୍ତି ଚୋର । ବାହାଘର ସିଜନ ଚାଲିଥିବାରୁ ମାଂସ ଭୋଜି ପାଇଁ ଘରେ ଘରେ ଆଗତୁରା ଛେଲି କିଣିକି ରଖାଯାଉଛି । ଆଉ ସେସବୁ ଛେଲିକୁ ଟାର୍ଗେଟ କରୁଛନ୍ତି ଚୋର । ଗତ କିଛି ଦିନ ତଲେ ଧୁମାମରାରୁ ୮ ଟି ଛେଲି ଚୋରୀ ହୋଇଥିଲା । ଆଉ ଗତକାଲି ରାତିରେ କନ୍ଧପାଲି ପଡାରୁ ୧୦ ଟି ଛେଲି ଚୋରୀ କରି ଚଂପଟ ମାରିଛନ୍ତି ଚୋର</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos