ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଜାତିର ବଡ଼ ଠାକୁରଙ୍କ ଶ୍ରୀମନ୍ଦିରର ରୋଷଘରେ ପଶି ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ଆଣିଛି ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ। ତେବେ ଚୁଲି ଭାଙ୍ଗିଲା ପରେ ରନ୍ଧା ହେବ ତ ୬୦ ପଉଟି ? ଯଦି ହଁ, ତେବେ କେମିତି ହେବ ?</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।