ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୧୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୯୨୨ ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୭୫, ସୁନ୍ଦରଗଡ଼ରୁ ୧୪୦, ମୟୂରଭଞ୍ଜରୁ ୧୧୯, ଯାଜପୁରରୁ ୧୧୩, ନୂଆପଡ଼ାରୁ ୧୦୮, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭ ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି କଳାହାଣ୍ଡିରୁ ୯୪, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡ଼ାରୁ ୮୨, ବରଗଡ଼ରୁ ୮୦, ପୁରୀରୁ ୭୭ ଏବଂ ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୭୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ସୁବର୍ଣ୍ଣପୁରରୁ ୭୦,କେନ୍ଦୁଝରରୁ ୬୭, ନବରଙ୍ଗପୁରରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫କୁ ବୃଦ୍ଧି ପାଇଛି।
Covid-19 Report For 16th October
New Positives Cases: 2196
In quarantine: 1274
Local contacts: 922(Details of local contacts will be shared by concerned District Administration)
District Wise Cases
1. Angul: 107
2. Balasore: 104
3. Bargarh: 80
4. Bhadrak: 16
5. Balangir: 71— I & PR Department, Odisha (@IPR_Odisha) October 17, 2020
6. Boudh: 32
7. Cuttack: 175
8. Dhenkanal: 33
9. Gajapati: 7
10. Ganjam: 13
11. Jagatsinghpur: 86
12. Jajpur: 113
13. Jharsuguda: 71
14. Kalahandi: 94
15. Kandhamal: 34
16. Kendrapada: 82
17. Keonjhar: 67
18. Khurda: 259
19. Koraput: 29
20. Malkangiri: 38
21. Mayurbhanj: 119— I & PR Department, Odisha (@IPR_Odisha) October 17, 2020
22. Nawarangpur: 50
23. Nayagarh: 20
24. Nuapada: 108
25. Puri: 77
26. Rayagada: 14
27. Sambalpur: 37
28. Sonepur: 70
29. Sundargarh: 140
30. State Pool: 50New Recoveries: 2850
Cumulative Tested: 4001065
Positive: 266345
Recovered: 241385
Active Cases: 23786— I & PR Department, Odisha (@IPR_Odisha) October 17, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।