ରାଜ୍ୟରେ ୨ ହଜାର ତଳକୁ ଖସିଲା ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦୀର୍ଘ ମାସ କଲବଲ କରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସିବାକୁ ଲାଗିଛି। କିଛି ଦିନ ପୂର୍ବେ ୪ ହଜାର ଉପରେ ରହୁଥିବା ଗ୍ରାଫ୍‌ ୩ ହଜାର ତଳକୁ ଓ ପରେ ୨ ହଜାର ତଳକୁ ଖସି ଆସିଛି। ରାଜ୍ୟରେ ନୂଆ ୧୯୮୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୧୧୫୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। […]

coorona-07

coorona-07

Niharika Rout
  • Published: Monday, 19 October 2020
  • Updated: 19 October 2020, 11:46 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦୀର୍ଘ ମାସ କଲବଲ କରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସିବାକୁ ଲାଗିଛି। କିଛି ଦିନ ପୂର୍ବେ ୪ ହଜାର ଉପରେ ରହୁଥିବା ଗ୍ରାଫ୍‌ ୩ ହଜାର ତଳକୁ ଓ ପରେ ୨ ହଜାର ତଳକୁ ଖସି ଆସିଛି।

ରାଜ୍ୟରେ ନୂଆ ୧୯୮୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୧୧୫୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୮୨୬ ହେଉଛି ଲୋକାଲ୍ କେସ୍‌। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story