ଗଞ୍ଜାମରେ ଶହେ ତଳକୁ ଖସିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଗତକାଲିର ଅର୍ଥାତ୍ ସେପ୍ଟେମ୍ବର ୩ ତାରିଖର କୋଭିଡ୍-୧୯ ରିପୋର୍ଟ ଆଜି ଆସିଛି। ଏଥିରେ ଗୋଟିଏ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ଲଗାତାର ଦୁଇ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଉପରେ ରହିଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୮୦୦ ଅତିକ୍ରମ କରିଯାଇଛି। ଗୋଟିଏ ଦିନରେ ଜିଲ୍ଲାରୁ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବେଶ୍ […]

corona-3.1

corona-3.1

Jitendra Garnayak
  • Published: Friday, 04 September 2020
  • Updated: 04 September 2020, 12:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଗତକାଲିର ଅର୍ଥାତ୍ ସେପ୍ଟେମ୍ବର ୩ ତାରିଖର କୋଭିଡ୍-୧୯ ରିପୋର୍ଟ ଆଜି ଆସିଛି। ଏଥିରେ ଗୋଟିଏ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ଲଗାତାର ଦୁଇ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଉପରେ ରହିଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୮୦୦ ଅତିକ୍ରମ କରିଯାଇଛି। ଗୋଟିଏ ଦିନରେ ଜିଲ୍ଲାରୁ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ବେଶ୍ କିଛି ଦିନ ହେଲାଣି କେବଳ ଖୋର୍ଦ୍ଧା ନୁହେଁ, ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହୁଛି। ଆଜି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୧୦୦ ତଳକୁ ଖସି ଯାଇଛି। ଏଠାରୁ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଆସିଥିବା ରିପୋର୍ଟରେ ଜିଲ୍ଲାରେ ଏହି ସଂଖ୍ୟା ୧୦୭ ରହିଥିଲା। ସେହିପରି ତା’ପୂର୍ବଦିନ ଆସିଥିବା ରିପୋର୍ଟରେ ଜିଲ୍ଲାରେ ୧୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ବେଳେ ୮୭,୩୫୧ ସୁସ୍ଥ ହୋଇସାରିଲେଣି। ୨୮,୭୪୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୫୩୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story