ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୮୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧,୭୫୨ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୫୭୭ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ପୁରୀରେ ୨୧୯ ଜଣ, ଝାରସୁଗୁଡ଼ାରେ ୨୦୫, ଯାଜପୁରରେ ୨୦୧ ଓ ଜଗତସିଂହପୁରରେ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 22nd September
New Positive Cases: 4237
In quarantine: 2485
Local contacts: 1752(Details of local contacts will be shared by concerned Dist Administration)
District Wise Cases
1. Angul: 110
2. Balasore: 161
3. Bargarh: 121
4. Bhadrak: 136
5. Balangir: 67— I & PR Department, Odisha (@IPR_Odisha) September 23, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ରେ ପହଞ୍ଚିଥିବା ବେଳେ ୧,୫୩,୨୧୩ ସୁସ୍ଥ ହୋଇସାରିଛନ୍ତି। ୩୮,୫୪୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୬ରେ ପହଞ୍ଚିଛି।
22. Mayurbhanj: 139
23. Nawrangpur: 70
24. Nayagarh: 50
25. Nuapada: 115
26. Puri: 219
27. Rayagada: 51
28. Sambalpur: 111
29. Sonepur: 131
30. Sundargarh: 101
31. State Pool: 169New Recovery: 3834
Cumulative Tested: 2905731
Positive: 192548
Recovered: 153213
Active Case: 38546— I & PR Department, Odisha (@IPR_Odisha) September 23, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।