ମଦ ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ ଯୁବତୀ !

ରାଜଧାନୀର ରାଜରାସ୍ତାରେ ମାତାଲ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ । ମଦ ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ ଯୁବତୀ ।

Manoj Swain
  • Published: Wednesday, 01 November 2023
  • Updated: 01 November 2023, 01:43 PM IST

Sports

Latest News

ରାଜଧାନୀର ରାଜରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା। ମଦ ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ। ସମୟ ପ୍ରାୟ ଦିନ ସାଢେ 2ଟା ହେବ, ହଠାତ ରାସ୍ତା ମଝିକୁ ଆସିଗଲେ ଜଣେ ମାତାଲ ଯୁବତୀ । ନିଶାରେ ଗାଡି ମଟରକୁ ଅଟକାଇ ରାସ୍ତା ଉପରେ ବିୟର ପିଇଲେ । ପଟିଆ ବିଗବଜାର ଛକଠାରୁ କିଛି ଦୂରରେ ଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଜଣେ ଯୁବତୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos