ଇଡକୋ ଟାୱାରରେ ଠିକାଦାରଙ୍କୁ ଆକ୍ରମଣ,ଜଣେ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଇଡକୋ ଟାୱାରରେ ମଙ୍ଗଳବାର ଜଣେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ନଳିନୀ ସ୍ୱାଇଁ ନାମକ ଜଣେ ଏହି ଠିକାଦାରଙ୍କ କାନରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଟେଣ୍ଡର କାରବାରକୁ ନେଇ ଆକ୍ରମଣ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣ ଅଭିଯୋଗରେ ଜଣେ ଏ’ କ୍ଲାସ ଠିକାଦାରଙ୍କୁ ସହିଦନଗର ଥାନାରେ ଅଟକ ରଖାଯାଇ ପଚରାଉଚରା କରାଇଛି।

1oriIDCO

1oriIDCO

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 06:09 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଇଡକୋ ଟାୱାରରେ ମଙ୍ଗଳବାର ଜଣେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ନଳିନୀ ସ୍ୱାଇଁ ନାମକ ଜଣେ ଏହି ଠିକାଦାରଙ୍କ କାନରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଟେଣ୍ଡର କାରବାରକୁ ନେଇ ଆକ୍ରମଣ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣ ଅଭିଯୋଗରେ ଜଣେ ଏ’ କ୍ଲାସ ଠିକାଦାରଙ୍କୁ ସହିଦନଗର ଥାନାରେ ଅଟକ ରଖାଯାଇ ପଚରାଉଚରା କରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos