ବାଲେଶ୍ୱର: ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆଁ ମୃତ

ବାଲେଶ୍ୱର: ବାଲେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଦାସ ଓରଫ ଖାସୁଆଁଙ୍କର ଗତକାଲି ଦୁର୍ବୃତ୍ତଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଦୁଇ ଗାଁ ଭିତରେ ବିବାଦ ସମାଧାନ କରିବାକୁ ଯାଇଥିବା ବେଳେ ଶୋଭାରମପୁର ନିକଟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଭୁଜାଲିରେ ଆକ୍ରମଣ  କରିଥିଲେ। ଖାସୁଆଁ ନାଁରେ ୩ଟି ଜିଲ୍ଲାରେ ବିଭିନ୍ନ ଥାନାରେ ରାହାଜାନୀ, ହତ୍ୟା ଓ ଲୁଟ୍ ଭଳି ସଂଗୀନ ମାମଲା ରହିଛି। ଖାସୁଆଁକୁ ହତ୍ୟା ଅଭିଯୋଗରେ ପୋଲିସ୍ ୧୫ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।

balaswer

balaswer

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 11:13 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story