ଭୁବନେଶ୍ୱର: ୩ ଲୁଟେରା ଗିରଫ, ୩ ବାଇକ୍‌ ଓ ମୋବାଇଲ ଜବତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୩ ଲୁଟେରାକୁ ନୟାପଲ୍ଲୀ ପୋଲିସ ଗିରଫ କରିଛି। ସେମାନଙ୍କ  ନିକଟରୁ  ୩ଟି ବାଇକ୍‌ ଓ ମୋବାଇଲ  ଜବତ କରିଛି ପୋଲିସ୍। ଲୁଟେରାଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟରିଂ ଛାତ୍ର ଅଛନ୍ତି। ଏମାନେ ୪ଟି  ଛିନତାଇ, ଲୁଟ ଘଟଣାରେ  ସମ୍ପୃକ୍ତ ଥିବା ପୋଲିସ୍ ସୂଚନା ଦେଇଛି।