ଛତ୍ରପୁର ଉପ କାରାଗାରକୁ ଗଲେ ରମେଶ ଜେନା

ବ୍ରହ୍ମପୁର: ଜିଲ୍ଲାପାଳଙ୍କ ଆଦେଶ କ୍ରମେ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ରବିବାର ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଛତ୍ରପୁର ଉପ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଗତ ସୋମବାର ଦିନ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ମଣ୍ଡଳ କାରାଗାର ଉପରେ ହଠାତ ଚଢାଉ କରାଯାଇଥିଲା। ଏହି ସମୟରେ କାରାଗାରରୁ ମୋବାଇଲ୍ ଫେ।ନ୍, ଗୁପ୍ତି, ବିଡ଼ି, ସିଗାରେଟ୍, ଗୁଟଖା ପରି ଅନେକ ଆପତ୍ତିଜନକ ଦ୍ରବ୍ୟ ସହ ବିପୁଳ ପରିମାଣର ନଗଦ ଟଙ୍କ। ଜବତ କରାଯାଇଥିଲା। ବିଶେଷ କରି ରମେଶଙ୍କ କୋଠରୀରୁ […]

Ramesh

Ramesh

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 04:43 PM IST

Sports

Latest News

ବ୍ରହ୍ମପୁର: ଜିଲ୍ଲାପାଳଙ୍କ ଆଦେଶ କ୍ରମେ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ରବିବାର ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଛତ୍ରପୁର ଉପ କାରାଗାରକୁ ସ୍ଥାନାନ୍ତର କରାଯାଇଛି।

ଗତ ସୋମବାର ଦିନ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ମଣ୍ଡଳ କାରାଗାର ଉପରେ ହଠାତ ଚଢାଉ କରାଯାଇଥିଲା। ଏହି ସମୟରେ କାରାଗାରରୁ ମୋବାଇଲ୍ ଫେ।ନ୍, ଗୁପ୍ତି, ବିଡ଼ି, ସିଗାରେଟ୍, ଗୁଟଖା ପରି ଅନେକ ଆପତ୍ତିଜନକ ଦ୍ରବ୍ୟ ସହ ବିପୁଳ ପରିମାଣର ନଗଦ ଟଙ୍କ। ଜବତ କରାଯାଇଥିଲା। ବିଶେଷ କରି ରମେଶଙ୍କ କୋଠରୀରୁ ଏପରି ସାମଗ୍ରୀ ଅଧିକ ମିଳିଥିଲା। ଏପରି ସ୍ଥିତିରେ ତାଙ୍କୁ ଛତ୍ରପୁର ଓ ତାଙ୍କର ଅନ୍ୟତମ ସହଯୋଗୀ ରଞ୍ଜିତ ନାୟକଙ୍କୁ ଦିଗପହଣ୍ଡି ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଜଣେ ଅପରାଧୀକୁ ଧରିବାକୁ ଯାଇ ବ୍ରହ୍ମପୁର ପୋଲିସ୍ ଗତ ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ କଂଗ୍ରେସ ନେତା ତଥା ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାକୁ ଧରିଥିଲା। ପରେ ତାଙ୍କୁ ଗିରଫ କରିଥିଲା। ଗିରଫ ପରଠାରୁ ତାଙ୍କ ନାଁରେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା, ହତ୍ୟା, ହତ୍ୟା ଉଦ୍ୟମ, ଜମି ହଡ଼ପ, ଦାଦା ବଟି ଆଦାୟ କରିବା, ବେଆଇନ ଗୁଟ୍‌ଖା ବ୍ୟବସାୟ ଓ ଜଣେ ମହିଳାଙ୍କୁ ଧମକଚମକ ଦେଇ ବାରମ୍ବାର ବଳାତ୍କାର କରିବା ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story