ବଲାଙ୍ଗିର: ଟିମନ୍‌ କୁମ୍ଭାର ଗ୍ୟାଙ୍ଗର ଦଶ ଜଣଙ୍କ ନାଁରେ ଏନ୍‌ବିଡ୍ଲୁ ଜାରି

ବଲାଙ୍ଗିର:  ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ୍‌ କୁମ୍ଭାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୁରୁଜୀ କ୍ଷୀରୋଦ ମିଶ୍ରଙ୍କ  ସମେତ ୧୦ ଜଣଙ୍କ ନାଁରେ ରବିବାର ଏନ୍‌ବିଡ୍ଲୁ ଜାରି ହୋଇଛି।  ଗୁରୁଜୀ କ୍ଷୀରୋଦ ମିଶ୍ର ପେଶାରେ ଜଣେ ଶିକ୍ଷକ ଥିଲେ ହେଁ ନିଶା ଥିଲା ଜମି ହଡ଼ପ୍ କରିବା। ଏବେ ଗୁରୁଜୀଙ୍କ ସମେତ ଟିମନ୍ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ବଲାଙ୍ଗିର ପୋଲିସ୍ ଜାଲ ବିଛାଇଛି। ଗତ ଏପ୍ରିଲ୍‌ ୨୪ ତାରିଖରେ ଟିମନ୍‌କୁ ପୋଲିସ୍ ଗିରଫ କରି […]

timon

timon

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 09:00 AM IST

Sports

Latest News

ବଲାଙ୍ଗିର:  ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ୍‌ କୁମ୍ଭାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୁରୁଜୀ କ୍ଷୀରୋଦ ମିଶ୍ରଙ୍କ  ସମେତ ୧୦ ଜଣଙ୍କ ନାଁରେ ରବିବାର ଏନ୍‌ବିଡ୍ଲୁ ଜାରି ହୋଇଛି।  ଗୁରୁଜୀ କ୍ଷୀରୋଦ ମିଶ୍ର ପେଶାରେ ଜଣେ ଶିକ୍ଷକ ଥିଲେ ହେଁ ନିଶା ଥିଲା ଜମି ହଡ଼ପ୍ କରିବା। ଏବେ ଗୁରୁଜୀଙ୍କ ସମେତ ଟିମନ୍ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ବଲାଙ୍ଗିର ପୋଲିସ୍ ଜାଲ ବିଛାଇଛି।

ଗତ ଏପ୍ରିଲ୍‌ ୨୪ ତାରିଖରେ ଟିମନ୍‌କୁ ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଥିଲା। ଟିମନର ଗିରଫ ପରେ ତାର ଅନ୍ୟ ୧୨ ଜଣ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story