ବଲାଙ୍ଗିର: ଜାମଗାଁ ପଞ୍ଚାୟତ ପୋଡ଼ାଜଳା ଘଟଣାରେ ୪ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଜାମଗାଁ ପଞ୍ଚାୟତରେ ଘଟିଥିବା ପୋଡ଼ାଜଳା ଘଟଣାରେ ସଦର ପୋଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୂଆପାଲିର ୱାର୍ଡ ମେମ୍ୱର ପଞ୍ଚାନନ ସ୍ୱାଇଁ ଓ ପୁଇଁତଳା ବିଡିଓଙ୍କ ଅଭିଯୋଗକୁ ଭିତ୍ତି କରି ଆଠ ଜଣଙ୍କ ନାଁରେ ପୋଲିସ୍ ମାମଲା ଦାୟର କରିଛି। ମୁଖ୍ୟ ଅଭିଯୁକ୍ତ ଗୁଣ୍ଡୁ ସ୍ୱାଇଁକୁ ପୋଲିସ ଧରିବାରେ ଏପର୍ଯ୍ୟନ୍ତ ଧରି ପାରି ନାହିଁ। ଗତକାଲି କାଲିଘନା ହାଟ ଓ ପୋଖରୀ ନିଲାମୀକୁ ନେଇ ଭୁରସିପାଲି […]

bolangir

bolangir

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 03:17 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଜାମଗାଁ ପଞ୍ଚାୟତରେ ଘଟିଥିବା ପୋଡ଼ାଜଳା ଘଟଣାରେ ସଦର ପୋଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୂଆପାଲିର ୱାର୍ଡ ମେମ୍ୱର ପଞ୍ଚାନନ ସ୍ୱାଇଁ ଓ ପୁଇଁତଳା ବିଡିଓଙ୍କ ଅଭିଯୋଗକୁ ଭିତ୍ତି କରି ଆଠ ଜଣଙ୍କ ନାଁରେ ପୋଲିସ୍ ମାମଲା ଦାୟର କରିଛି। ମୁଖ୍ୟ ଅଭିଯୁକ୍ତ ଗୁଣ୍ଡୁ ସ୍ୱାଇଁକୁ ପୋଲିସ ଧରିବାରେ ଏପର୍ଯ୍ୟନ୍ତ ଧରି ପାରି ନାହିଁ।

ଗତକାଲି କାଲିଘନା ହାଟ ଓ ପୋଖରୀ ନିଲାମୀକୁ ନେଇ ଭୁରସିପାଲି ଏବଂ ପୂଆପାଲିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ଭୁରସିପାଲିର ଗୁଣ୍ଡୁ ସ୍ୱାଇଁ ଓ ତାର ସାଥୀମାନେ ନୂଆପାଲିର ୱାର୍ଡ ମେମ୍ୱର ପଞ୍ଚାନନ ସ୍ୱାଇଁଙ୍କୁ  ଆକ୍ରମଣ କରିବା ସହ  ଗୋଟିଏ ବାଇକ୍‌ ପୋଡ଼ିବା ସହ ଭଙ୍ଗାରୁଜା କରିଥିଲେ। ଏହାସହିତ ପଞ୍ଚାୟତ କାର୍ଯ୍ୟାଳୟର ବୈଠକ ଗୃହର ଚେୟାର  ଓ ଟେବୁଲରେ ନିଆଁ ମଧ୍ୟ ଲଗାଇଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story