ବ୍ରହ୍ମପୁର: ମୃତ୍ୟୁ ପ୍ରମାଣପତ୍ର ଦେବାକୁ ଲାଞ୍ଚ ନେଇ ଡିଲିଙ୍ଗ୍‌ ଆସିଷ୍ଟାଣ୍ଟ୍‌ ଗିରଫ

ବ୍ରହ୍ମପୁର: ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ବ୍ରହ୍ମପୁର ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ମ୍ୟୁନୁଷିପେଣ୍ଠରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡିଲିଙ୍ଗ୍ ଆସିଷ୍ଟାଣ୍ଟ୍ ମିରଜା ସାରଜିଦ୍ ବେଗ୍। ହାଡୁ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପାଇଁ ସେ ଲାଞ୍ଚ ମାଗିଥିଲେ। ଏନେଇ ହାଡୁ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ଜଣାଇବା ପରେ ଏକ ଟିମ୍ ସେଠାକୁ ଯାଇଥିଲା। ଟଙ୍କା ନେବା […]

bribe

bribe

Rakesh Mallick
  • Published: Monday, 02 May 2016
  • Updated: 02 May 2016, 10:37 AM IST

Sports

Latest News

ବ୍ରହ୍ମପୁର: ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ବ୍ରହ୍ମପୁର ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ମ୍ୟୁନୁଷିପେଣ୍ଠରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡିଲିଙ୍ଗ୍ ଆସିଷ୍ଟାଣ୍ଟ୍ ମିରଜା ସାରଜିଦ୍ ବେଗ୍। ହାଡୁ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପାଇଁ ସେ ଲାଞ୍ଚ ମାଗିଥିଲେ। ଏନେଇ ହାଡୁ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ଜଣାଇବା ପରେ ଏକ ଟିମ୍ ସେଠାକୁ ଯାଇଥିଲା। ଟଙ୍କା ନେବା ବେଳେ ସେହି ଟିମ୍ ମିରଜାଙ୍କୁ ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos